Posts

Showing posts from September, 2019

କଲେଜ୍ ଟୋକୀ, ଦେଲି ପୁଳାଏ ସେକି

                           କଲେଜରୁ କ୍ଲାସ ସାରି ଫେରୁଥିବା ବେଳେ ପଛରୁ ଦଉଡ଼ି ଆସି ଆଶା ଆଉ ଲିପି ମୋତେ ଅଟକାଇଲେ ଆଉ କହିଲେ ଯେ ସେମାନେ ବିଷୟକୁ ଭଲ ଭାବରେ ବୁଝିପାରିଲେ ନାହିଁ୤ ମୁଁ କହିଲି ଠିକ୍ ଅଛି, ମୋ ଚାମ୍ବରକୁ ଆସ ବୁଝେଇ ଦେବି, ସେମାନେ କହିଲେ ଏବେ ତ ପୁଣି ଥିଓରି କ୍ଲାସ୍ ଅଛି, କ୍ଲାସ ସରିବା ପରେ ଆସିବେ୤ ସେଦିନ ଅପରାହ୍ନରେ କଲେଜ ବନ୍ଦ ହେବାବେଳକୁ ଆଶା ଆସିଥିଲା୤ ଆଶା ମୋ ଘର ପାଖରେ ହିଁ ରହେ୤ ଗୋଟିଏ ସାହିରେ୤ ସବୁବେଳେ ସାହିରେ ଦେଖା ହୁଏ୤ ତାକୁ କହିଲି, ତୁ ଘରକୁ ଚାଲିଆସ, ବୁଝେଇଦେବି୤ ସେ ହଁ କହିଲା ଆଉ କହିଲା, ସାର୍ ଲିପିକୁ ବି ଡାକିବି କି? ମୁଁ ହଁ କହିଦେଲି୤                                   ସନ୍ଧ୍ୟାରେ ମୋ ପୁଅ ଆଉ ସ୍ତ୍ରୀକୁ ନେଇ ବଜାର ବାହାରୁଥିଲି ଆଶା ଆସିଲା ବୁଝିବାପାଇଁ ଯେ ମୁଁ ଘରେ ରହିବି କି ନାହିଁ? ମୁଁ କହିଲି, ଆଜି ତ ସମ୍ଭବ ନାହିଁ କାଲି ସନ୍ଧ୍ୟାରେ ଆସ୤ ସେ ଚାଲିଗଲା୤ ପରଦିନ ରବିବାର ଥିଲା ତେଣୁ ସ୍ତ୍ରୀ ଆଉ ପୁଅକୁ ନେଇ ତା ଅଜାଘରେ ଛାଡ଼ିଦେଇ ଆସିଥିଲି୤ ମୁଁ ମଧ୍ୟ ସେଠି ଦିନ ବେଳା ଖାଇଦେଇ ଘରକୁ ଫେରିଲି, ରାତିରେ ଯାଇ ସେମାନଙ୍କୁ ଆଣିବି ବୋଲି କହିଦେଇ୤ ଆସିଲା ବେଳେ ସାହିରେ...